ଚୀନ କମ୍ପାନୀକୁ ଭାରତ ଆଣିବାକୁ ସବୁ ପ୍ରସ୍ତୁତି ଶେଷ, ତିଆରି ହେଲା ଏହି ପ୍ଲାନ
ଚୀନରୁ ଆସୁଥିବା କମ୍ପାନୀଙ୍କୁ ବେପାର କରିବା ପାଇଁ ଆକର୍ଷିକ କରିବା ଲାଗି ଭାରତ ଏକ ଖାସ୍ ରଣନୀତି ପ୍ରସ୍ତୁତ କରୁଛି। କମ୍ପାନୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ଦୁଇଗୁଣ ବଡ଼ ଆକାରର ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ମୁତାବକ ସାରା ଦେଶରେ ୪,୬୧,୫୮୯ ହେକ୍ଟର ଜମି…