Below header

ଚୀନ କମ୍ପାନୀକୁ ଭାରତ ଆଣିବାକୁ ସବୁ ପ୍ରସ୍ତୁତି ଶେଷ, ତିଆରି ହେଲା ଏହି ପ୍ଲାନ

ଚୀନରୁ ଆସୁଥିବା କମ୍ପାନୀଙ୍କୁ ବେପାର କରିବା ପାଇଁ ଆକର୍ଷିକ କରିବା ଲାଗି ଭାରତ ଏକ ଖାସ୍ ରଣନୀତି ପ୍ରସ୍ତୁତ କରୁଛି। କମ୍ପାନୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ଦୁଇଗୁଣ ବଡ଼ ଆକାରର ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

About 200 US companies seeking to move manufacturing base from ...

ରିପୋର୍ଟ ମୁତାବକ ସାରା ଦେଶରେ ୪,୬୧,୫୮୯ ହେକ୍ଟର ଜମି ଚିହ୍ନଟ କରାଯାଇଛି। ସେଥିରୁ ୧,୧୫,୧୩୧ ହେକ୍ଟର ଜମି ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ରାଜ୍ୟରେ ରହିଛି। ବିଶ୍ୱ ବ୍ୟାଙ୍କର ସୂଚନା ମୁତାବକ Luxembourgରେ ମୋଟ ୨,୪୩,୦୦୦ ହେକ୍ଟର ଜମି ରହିଛି।

https://www.freepressjournal.in/cmcm/controlling-quality-of-life-3 ...

ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ଏହି କାମ କରୁଛନ୍ତି। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପରେ ଚୀନରେ କାମ କରୁଥିବା ବିଦେଶୀ କମ୍ପାନୀ ଏବେ ଚୀନ ଛାଡ଼ି ଭାରତ ଆସିବାକୁ ଅଣ୍ଟା ଭିଡ଼ିଲେଣି। ଏଥିପାଇଁ କେତେକ ପ୍ରୋଜେକ୍ଟ ଜମି ମଧ୍ୟ ଚିହ୍ନଟ କରିଥିବା ଜଣାଯାଇଛି। ତେବେ ଏହି ଜମି ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ କମ୍ପାନୀ କାମ ଆରମ୍ଭ କରିବା ଡେରି ହେଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.