ପୋଲାଭରମ ପ୍ରକଳ୍ପ କାମ ବନ୍ଦ କରାଯାଉ, CWC ଆଗରେ ଦାବି ରଖିଲେ ବିଜେଡି ପ୍ରତିନିଧି
ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ କାମ ବନ୍ଦ କରାଯାଉ । ପୋଲାଭରମକୁ ନେଇ କେନ୍ଦ୍ରୀୟ ଜଳ କମିଶନଙ୍କୁ ଭେଟି ଦାବି ରଖିଲେ ବିଜେଡି ପ୍ରତିନିଧି ଦଳ । ଜଳ କମିଶନଙ୍କୁ ସ୍ମାରକପତ୍ର ଦେଲେ । ପୋଲାଭରମ ପାଇଁ ମାଲକାନଗିରିର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହେବ । ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ…