Below header
Browsing Tag

man attacked

ପୂର୍ବ ଶତ୍ରୁତାକୁ ନେଇ ସାହି ମଝିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ

ବାଲିଗୁଡା(କେନ୍ଯୁଜ୍): ପୂର୍ବ ଶତ୍ରୁତା କୁ ନେଇ ସାହି ମଝିରେ ଯୁବକ ଙ୍କୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ। ବାଲିଗୁଡା ଥାନା ଖମଣଖୋଲ ଗାଁ ର ରତିପଡା ସାହି ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରତିପଡା ସାହି ର ଦିଲୀପ ନାୟକ ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ପଡୋଶୀ ଭୁବନ ନାୟକ ଟାଙ୍ଗିଆ ରେ…