ସୀମା ଲଙ୍ଘିଲା ବର୍ବରତା, ପିଟି ପିଟି ନେଇଗଲେ ଯୁବକଙ୍କ ଜୀବନ
ଯାଯପୁର: ସାହି ଭାଇ ସମସ୍ତଙ୍କ ଆଖିରେ ଲୁହ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର ଦୁଆର । କେତେ ଗେଲ ବସରରେ ପୁଅକୁ ବଡ଼ କରି ବିଟେକ୍ ରେ ନାଁ ଲେଖାଇ ଥିଲେ ବାପା ମା’ । ପୁଅର ପାଠ ପଢ଼ା ସରିଲେ ବାପା ମା’ଙ୍କ ଦୁଃଖ ସରିବ ଭାବି ଥିଲେ । ଗରିବ ଗୁରୁବା ଲୋକ ଏମାନେ । ମୂଲ ଲାଗିଲେ ପରିବାର ଚଳେ ।…