Browsing Tag

man missing in train

ତାମିଲନାଡୁରୁ ଘରକୁ ଫେରିବା ବାଟରେ ବିଜୟୱାର୍ଡା ଷ୍ଟେସନରୁ ନିଖୋଜ ହୋଇଗଲେ ରାଜେନ୍ଦ୍ର, ୪ ଦିନ ହେବ ମିଳୁନି ପତ୍ତା

କନ୍ଧମାଳ(କେନ୍ୟୁଜ୍):  ଘରୁକୁ  ଫେରିବା ବାଟରେ ବିଜୟୱାଡା ଷ୍ଟସନରୁ ନିଖୋଜ ହୋଇଗଲେ ଜଣେ ବ୍ୟକ୍ତି । ୪ ଦିନ ହେବ ମିଳୁନି ପତ୍ତା। ଏଭଳି  କିଛି ଖବର ଆସିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁରୁ। ମିଳିଥିବା ସୂଚନା ମୁତାବକ ବ୍ରାହ୍ମଣୀ ଗାଁର ୩୫ ବର୍ଷୀୟ ରାଜେନ୍ଦ୍ର ଦନାବିଷୋୟୀ ତାମିଲନାଡୁର…