ପ୍ଲଟ ବିକ୍ରି ନାଁରେ ୨କୋଟି ଟଙ୍କାର ଠକେଇ, ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ
କେନ୍ୟୁଜ୍(ବ୍ୟୁରୋ): ପ୍ଲଟ ବିକ୍ରି ନାଁରେ ୨କୋଟି ଟଙ୍କାର ଠକେଇ। ଦୁଇ କୋଟି ୧୨ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ଅଭିଯୁକ୍ତ ପଦାରବିନ୍ଦ ମହାପାତ୍ର। ବ୍ୟାଙ୍କର ଅକ୍ସନ ପ୍ଲଟ ବିକ୍ରି କରିବାକୁ କହି ଜଣେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଠକି…