ଦାଉ ସାଧିଲା କାଳବୈଶାଖୀ, ଉଜାଡିଦେଲା ମାଣ୍ଡିଆ ଫସଲ
ପୁରୀ : କୁଆଡୁ ଥିଲା ମାଡି ଆସିଲା କାଳବୈଶାଖୀ । ଛାରଖାର କରିଦେଲା ମାଣ୍ଡିଆ ଫସଲ । ବିଲରେ ଶୋଇଗଲା ଅମଳ । ପାଚିଲା ମାଣ୍ଡିଆ ଗଜା ହୋଇ ନଷ୍ଟ ହୋଇଯାଇଛି । କାଳବୈଶାଖୀ ବର୍ଷାରେ ଉଜୁଡି ଗଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଉଦୟପୁର ଗାଁର ମାଣ୍ଡିଆ ଚାଷ । ଏବେ ଚିନ୍ତାରେ ରହିଛନ୍ତି ପୁରୀ…