Browsing Tag

manjula

ମଞ୍ଜୁଳା ମୁହଁରେ ଫେରିଲା ହସ, ଆଜି ଏସ୍‌ସିବିରୁ ହେବେ ଡିସଚାର୍ଜ

କଟକ(କେନ୍ଯୁଜ୍): ମଞ୍ଜୁଳା ମୁହଁରେ ଏବେ ହସ । ଆଜି ଏସ୍‌ସିବିରୁ ଡିସଚାର୍ଜ ହେବ ମଞ୍ଜୁଳା । SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅପରାହ୍ନ ୪ଟା ସମୟରେ ମଞ୍ଜୁଳାଙ୍କୁ ଡିସରାର୍ଜ କରାଯିବ। ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ନବରଙ୍ଗପୁର…

ଏସ୍‌ସିବିକୁ ଗଲେ ନବରଙ୍ଗପୁର ବାଲିଝରର କୁନି ଝିଅ ମଞ୍ଜୁଳା, ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ନବରଙ୍ଗପୁର (କେନ୍ଯୁଜ୍): ତତ୍ପରତା ଦେଖାଇଲା ପ୍ରଶାସନ । ଯନ୍ତ୍ରଣାରେ ଛଟପଟ ହେଉଥିବା ନବରଙ୍ଗପୁର ବାଲିଝର ଗାଁର କୁନି ଝିଅ ମଞ୍ଜୁଳାକୁ ଅଧିକ ଚିକିତ୍ସା ପାଇଁ ପଠାଗଲା କଟକ ଏସ୍‌ସିବି । ମାସକ ତଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେବେଠୁ ଠିକ୍‌ ଚିକିତ୍ସା ନପାଇବାରୁ ଡାହାଣ ହାତ ପଚି…