ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର, ବଡ଼ ପୁଅ ପ୍ରଦୀପ ମହାପାତ୍ର ଦେଲେ ମୁଖାଗ୍ନି
କେନ୍ୟୁଜ୍(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
ଜ୍ୟେଷ୍ଠ ପୁଅ ପ୍ରଦୀପ ମହାପାତ୍ର ମୁଖାଗ୍ନି ଦେଇଥିଲେ। ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଜିଲ୍ଲାପାଳ ସମର୍ଥ…