Browsing Tag

mantra

ପ୍ରତିଦିନ ସକାଳୁ ଉଠି ଜପ କରନ୍ତୁ ଏହି ମନ୍ତ୍ର, ଭଲରେ କଟିବ ଦିନ

କୁହାଯାଏ, ଯଦି ଦିନ ଆରମ୍ଭ ଭଲରେ ହୁଏ ତେବେ ପୂରା ଦିନ ବି ଭଲରେ କଟିଥାଏ। ଏହା କେତେ ମାତ୍ରାରେ ଠିକ୍‌ ମଧ୍ୟ। କାରଣ ସକାଳୁ ଉଠିବା ବେଳେ ଆମ ମନ ସ୍ଥିର ଥାଏ। ଏହି ସମୟରେ ଯାହା ବି କାମ କରାଯାଏ, ତାହା ଭଲ ଲାଭେ ଓ ମନକୁ ଶାନ୍ତି ମିଳେ। ଫଳରେ ଦିନ ସାରା ମଧ୍ୟ ଫୂର୍ତ୍ତି ଲାଗେ। ତେବେ ଦିର…

ଶନିବାର ଦିନ ଜପ କରନ୍ତୁ ଏହି ୫ଟି ମନ୍ତ୍ର, ନିଶ୍ଚିତ ପୂରଣ ହେବ ମନୋସ୍କାମନା

ଶନିଦେବ ଏକମାତ୍ର ଏଭଳି ଦେବତା, ଯାହାଙ୍କୁ ପ୍ରାୟତଃ ଲୋକମାନେ ଭୟ କରିଥାନ୍ତି। ବିଶେଷ ରୂପେ ଧରିତ୍ରୀବାସୀ କୌଣସସି ଦେବା-ଦେବୀଙ୍କ ପୂଜା କରନ୍ତୁ ବା ନକରନ୍ତୁ କିନ୍ତୁ ଶନିବାର ଦିନ ଶନିବାର ଯିବା ପାଇଁ କେବେ ଭୁଲି ନଥାନ୍ତି। ଶନି ଭଗବାନ ଦାନ ନେଉଥିବା ଲୋକଙ୍କ ଶଦ୍ଦ ଶୁଣିବା ମାତ୍ରେ ହିଁ…

ଅତି ଭୟଙ୍କର ରୋଗରୁ ରକ୍ଷା କରିବ ମହାମୃତ୍ୟୁଞ୍ଜୟ ମନ୍ତ୍ର

ଆମ ଦେଶ ଭାରତରେ ପ୍ରାୟ ହଜାରେ ବର୍ଷ ହେବ ମହା ମୃତ୍ଯୁଜୟ ମନ୍ତ୍ର ପାଠ କରାଯାଇ ଆସୁଛି ।  ବହୁ ଲୋକ କୌଣସି ଗମ୍ଭୀର ରୋଗ ତଥା ସାଙ୍ଘାତିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହି ମନ୍ତ୍ର ଜପ କରିଥାନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ସହ ଏହା କୁ ଯୋଡ଼ା ହେଉଥିବା ବେଳେ ଏବେ…

ସବୁ ଭୟରୁ ମିଳିବ ମୁକ୍ତି, କେବଳ କରନ୍ତୁ ଏହି ମନ୍ତ୍ରର ଉଚ୍ଚାରଣ !

ମନୁଷ୍ୟ ଏକ ଭାବନାତ୍ମକ ପ୍ରାଣୀ । ପ୍ରେମ, ଦୟା, ମମତା, ରାଗ,ଭୟ ଭଳି ଅନେକ ଭାବନା ମନୁଷ୍ଯ ମଧ୍ୟରେ ରହିଛି ଯାହା ଦ୍ୱାରା ସେ ନିଜର ଅନୁଭବକୁ ବ୍ୟଖ୍ୟା କରିଥାଏ। ମନୁଷ୍ୟଙ୍କ ମନରେ ଡର ଏକ ଏମିତି ଭାବନା ଯାହା ତାହାର ଅନେକ ଇନ୍ଦ୍ରିୟ ଉପରେ ଭାରୀ ପଡିଥାଏ। ଏହା ପଛରେ ଅନେକ ମାନସୀକ ସମ୍ବନ୍ଧୀୟ…

ଜାଣିଛନ୍ତି କି? ମନ୍ତ୍ର ଜପ କରିବା ସମୟରେ ମାଳି କିପରି ଧରିବା ଉଚିତ

ଶାସ୍ତ୍ର ଅନୁଯାୟୀ ଦୈନିକ ପୂଜା-ପାଠରେ ମନ୍ତ୍ର ଜପ କରିବାର ମୁଖ୍ୟ ଭୂମିକା ରହିଛି। ମନ୍ତ୍ର ଜପ କରିବା ପାଇଁ ଉଚିତ ସ୍ଥାନ, ସମୟ ଏବଂ ଉଚିତ ମାଳି ପ୍ରୟୋଗ କରିବା ଶୁଭ ହୋଇଥାଏ। ଏଥିସହ କୌଣସି ମନ୍ତ୍ର ଜପ କରିବା ପାଇଁ ତିନୋଟି ବିଧି ବର୍ଣ୍ଣନା କରାଯାଇଛି। ଯାହା- ବାଚିକ, ଉପାଂଶୁ ଏବଂ…

ଶୋଇବା ପୂର୍ବରୁ ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର, ପୂରଣ ହେବ ସମସ୍ତ ମନସ୍କାମନା

ମଣିଷ ଯେତେ ଚାହିଁଲେ ମଧ୍ୟ ତାହାର ଆଶା ପୂରା ହୋଇନଥାଏ। ତାହାର ଇଛ୍ଛା ଅସୀମିତ। ଏପରିକି ନିଜ ମନସ୍କାମନା ପୂରଣ ପାଇଁ ମଣିଷ ନାହି ନଥିବା ଉପାୟ ଅବଳମ୍ବନ କରିଥାନ୍ତି। ଅନେକ କାମନା ଏବଂ ପୂଜା ପାଠ ମଧ୍ୟ କରିଥାନ୍ତି। କିନ୍ତୁ ଆଜି ଆମେ ଶୋଇବା ପୂର୍ବରୁ ଏପରି ଏକ କାମ କରିବା ବିଷୟରେ କହିବାକୁ…