ଘର ଭଡ଼ା ପଇସା ବଦଳରେ ସେକ୍ସ ପାଇଁ କହୁଥିଲେ ଘର ମାଲିକ, ତେଜସ୍ୱିନୀ ପଣ୍ଡିତଙ୍କ ବଡ଼ ଖୁଲାସା
ଲୋକପ୍ରିୟ ମରାଠୀ ଅଭିନେତ୍ରୀ ତେଜସ୍ୱିନୀ ପଣ୍ଡିତ ବଡ ଖୁଲାସା କରିଛନ୍ତି। ଯାହା ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ, ସେଠାରେ ତାଙ୍କ ସହିତ ର୍ଦୁବ୍ୟବହାର କରାଯାଉଥିଲା । ଆପାର୍ଟମେଣ୍ଟ ମାଲିକ ତାଙ୍କୁ…