Below header
Browsing Tag

MARS

ଲ୍ୟାଣ୍ଡିଂ ପୂର୍ବରୁ ନାସା ଜାରି କଲା ମିଶନ ମଙ୍ଗଳର ଟ୍ରେଲର: ଫେବ୍ରୁଆରୀ ୧୮ରେ ଅବତରଣ କରିବ ରୋଭର

କେନ୍ଯୁଜ୍: ନାସାର ମିଶନ ମଙ୍ଗଳର ନୂଆ ଟ୍ରେଲର। ନାସା ପଠାଇଥିବା ପ୍ରିଜଭରାନସ ରୋଭର ଫେବ୍ରୁଆରୀ ୧୮ ତାରିଖରେ ମଙ୍ଗଳ ଗ୍ରହରେ ଅବତରଣ କରିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଦୁଇ ମାସରୁ କମ ସମୟ ବାକି। ଏହା ପୂର୍ବରୁ ନାସା ଜାରି କରିଛି ଏହି ମିଶନର ଟ୍ରେଲର। ଯେଉଁଥିରେ ପ୍ରିଜରଭରାନସ କିପରି…

ପୃଥିବୀର ଅତି ନିକଟତର ହେଲାଣି ମଙ୍ଗଳ ଗ୍ରହ, ୬ ଅକ୍ଟୋବରରେ ଘଟିବ ଏହି ରୋମାଞ୍ଚକ ଘଟଣା !

ମହାକାଶ ବିଷୟରେ ଶୁଣିବାକୁ ଇଛୁକ ଥିବା ବ୍ୟକ୍ତିଙ୍କ ପାଇଁ ଏକ ରୋଚକ ଖବର। ମଙ୍ଗଳ ଗ୍ରହ ଏବେ ପୃଥିବୀର ଅତି ନିକଟକୁ ଆସିଯାଇଛି। ଯଦି ରାତି ବେଳା ଆପଣ ଆକାଶକୁ ଧ୍ୟାନର ସହ ଦେଖିବେ, ତେବେ ଲାଲ ରଙ୍ଗର ଏକ ଗ୍ରହ ଚକମକ କରୁଥିବାର ସ୍ପଷ୍ଟ ଦେଖାଯିବ। ଏହି ଲାଲ ଗ୍ରହ ହେଉଛି ମଙ୍ଗଳ। ଚଳିତ…

ମଙ୍ଗଳ ଗ୍ରହରୁ ଆସିଲା ଆଶ୍ଚର୍ଯ୍ୟକର ଦୃଶ୍ୟ, ସବୁଜ ବଳୟ ଭିତରେ ରହିଛି ମଙ୍ଗଳ, ଦେଖନ୍ତୁ ଭିଡିଓ

ୟୁରୋପୀୟ ସ୍ପେସ୍ ଏଜେନ୍ସି ଗ୍ୟାସ୍ ଅର୍ବିଟର୍ ବା TGO, ମଙ୍ଗଳ ଗ୍ରହର କିଛି ଚମତ୍କାର ଫଟୋ ଉଠାଇଛି । ଏହି ଫଟୋଗୁଡ଼ିକରେ ମଙ୍ଗଳ ଗ୍ରହ ସବୁଜ ରଙ୍ଗର ଏକ ସ୍ତର ଦ୍ୱାରା ଘେରି ହୋଇ ରହିଥିବାର ଦେଖାଯାଉଛି । ଯାହାକି ପୃଥିବୀର ଉପର ବାୟୁମଣ୍ଡଳ ପରି କିଛି ମାତ୍ରାରେ ଦେଖାଯାଉଛି । ସ୍ପେସ୍ ଡଟ୍…

ମଙ୍ଗଳ ଗ୍ରହରୁ ମିଳିଲା ବିଶାଳକାୟ ଜୀବର ଶବ, ଚାଲିଛି ବୈଜ୍ଞାନିକଙ୍କ ପରୀକ୍ଷା ନିରୀକ୍ଷା

ମଙ୍ଗଳ ଗ୍ରହରେ ମିଳିଛି ଜୀବର ସନ୍ଧାନ । ବୈଜ୍ଞାନିକମାନେ ଏକ ବିଲାକାୟର ମୃତଦେହକୁ ସେଠାରେ ଠାବ କରିଛନ୍ତି । ତାର ଫଟୋରୁ ଯାହା ଅନୁମାନ କରାଯାଉଛି ଏହି ବିଶାଳକାୟ ଜୀବର ମୁଣ୍ଡ, ଗୋଡ଼ ଆଦି ସହ ପୂରା ଶରୀର ରହିଛି । ନାସା ସମେତ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ଏହି ଫଟୋକୁ ଭଲ ଭାବେ…

ଆଜି ପୃଥିବୀର ନିକଟତର ହେବ ମଙ୍ଗଳ ଗ୍ରହ

ପୃଥିବୀର ନିକଟତର ହୋଇଛି ମଙ୍ଗଳ ଗ୍ରହ । ୧୫ ବର୍ଷ ଭିତରେ ସବୁଠୁ ଅଧିକ ନିକଟତର ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଜି ପୃଥିବୀ ଠାରୁ ଏହାର ଦୂରତା ରହିବ ୫୭.୬ ନିୟୁତ କିଲୋମିଟର । ୨୦୦୩ରେ ମଙ୍ଗଳ ଗ୍ରହ ପୃଥିବୀ ଠାରୁ ୫୫.୭ ନିୟତ କିଲୋମିଟର ଦୂରରେ ଥିଲା । ସୂର୍ୟ୍ୟାସ୍ତ ପରେ ଆକାଶରେ…

ମଙ୍ଗଳ ଗ୍ରହରେ ମିଳିଛି ଜଳର ସନ୍ଧାନ

ମଙ୍ଗଳ ଗ୍ରହରେ ମିଳିଛି ଜଳର ସନ୍ଧାନ । ଦକ୍ଷିଣ ଭାଗରେ ପ୍ରାୟ ୨୦ କିଲୋମିଟର ଧରି ତରଳ ପଦାର୍ଥ ରହିଥିବା ବୈଜ୍ଞାନିକମାନେ ସନ୍ଧାନ କରିଛନ୍ତି । ଏହା ଏକ ହ୍ରଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଜଳ ମୋଟା ବରଫ ଆସ୍ତରଣ ତଳେ ରହିଛି । ପୂର୍ବରୁ ମଧ୍ୟ ମଙ୍ଗଳ ଗ୍ରହରେ ଜଳ ଥିବାର…