ଡିସେମ୍ବର ୨ରେ ଲଞ୍ଚ ହେବ ମାରୁତିର ପ୍ରଥମ ଇଲେକ୍ଟ୍ରିକ୍ କାର୍ e Vitara, କ’ଣ ରହିବ ଫିଚର୍ସ?
ମାରୁତି ସୁଜୁକି ୨ ଡିସେମ୍ବର ୨୦୨୫ରେ ଭାରତରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସୟୁଭି ମାରୁତି ଇ ଭିଟାରା ଲଞ୍ଚ କରିବାକୁ ଯାଉଛି । ଏହା ପ୍ରଥମେ ଅଟୋ ଏକ୍ସପୋ ୨୦୨୫ରେ ପ୍ରଦର୍ଶିତ ହୋଇଥିଲା ଏବଂ ସେବେଠାରୁ ଏହି ଏସୟୁଭି ବେଶ ଚର୍ଚ୍ଚାରେ ରହିଛି । ବିଶେଷ କଥା ହେଉଛି ମାରୁତି ଏହି ଏସୟୁଭିକୁ କେବଳ…