ଜାମୀ ମସ୍ଜିଦରେ ଭୟଙ୍କର ଅଗ୍ନିକାଣ୍ଡ; ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ବିଶାଳକାୟ ଗମ୍ବୁଜ…
ଉତ୍ତର ଜାକର୍ତ୍ତାସ୍ଥିତ ଜାମୀ ମସ୍ଜିଦର ବିଶାଳ ଗମ୍ବୁଜରେ ବୁଧବାର ନିଆଁ ଲାଗି ଯାଇଥିଲା, ଯାହା ପରେ ଗମ୍ବୁଜଟି ତଳକୁ ଖସି ପଡ଼ିଥିଲା। ମସଜିଦ ଜାକର୍ତ୍ତା ଇସଲାମିକ କେନ୍ଦ୍ରର ଏକ ବିଲ୍ଡିଂ କମ୍ପ୍ଲେକ୍ସରେ ଅବସ୍ଥିତ, ଯାହାକି ଇସଲାମିକ ଅଧ୍ୟୟନ ଏବଂ ବିକାଶ ଉପରେ ଏକ ଥିଙ୍କ ଟ୍ୟାଙ୍କ। ଏହି…