Browsing Tag

mask checking in bhubaneswar

ସାବଧାନ ରାଜଧାନୀବାସୀ ! ଏଣିକି ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ

ଭୁବନେଶ୍ବର(କେନ୍ୟୁଜ୍):  ମାସ୍କ ନାହିଁ ତ ଏଣ୍ଟ୍ରି ନାହିଁ । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ । କରୋନା ସଂକ୍ରମଣ ବଢୁଥିବା ବେଳେ ଭୁବନେଶ୍ୱରରେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଏଣିକି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମାସ୍କ ନ ପିନ୍ଧିଲେ ଦୋକାନ, ସପିଂ…