ଶୁଣିଲେ ହେବେ ଆଶ୍ଚର୍ଯ୍ୟ ; ଶିକ୍ଷକ ହେଲେ ଗର୍ଭବତୀ, ମିଳିଲା ମାଟରନିଟି ଲିଭ୍
ଆଜି କଲି ପ୍ରତିଦିନ କିଛି ନ କିଛି ଅଜବ ଗଜବ ଘଟଣା ସବୁ ଘଟିବାରେ ଲାଗିଛି । ଯାହାକୁ ବିଶ୍ୱାସ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡିଲାଣି । ତେବେ ବର୍ତ୍ତମାନ ବିହାର ବୈଶାଳୀ ଜିଲ୍ଲାର ହାଜିପୁରରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣମାନେ ହୁଏତ…