Below header
Browsing Tag

matric result 2020

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଲା ବରଗଡ଼, ଜିଲ୍ଲାର ପାସହାର ୮୯.୩୭ ପ୍ରତିଶତ

ବରଗଡ଼: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଛି ବରଗଡ଼ ଜିଲ୍ଲା । ଜିଲ୍ଲାର ପାସହାର ୮୯.୩୭ ପ୍ରତିଶତ ରହିଛି । ଜିଲ୍ଲାରେ ମୋଟ ୧୬ହଜାର ୮୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୪ହଜାର ୩୭ଜଣ ପାସ କରିଛନ୍ତି । A1ରେ ୬୧ଜଣ, A2ରେ ୨୯୫ ଜଣ ପାସ କରିଛନ୍ତି ।…