Browsing Tag

medical spot admission

ଆଜିଠାରୁ ଆରମ୍ଭ ହେବ ସ୍ପଟ ଆଡମିଶନ, ରାଜ୍ୟରେ ଖାଲି ପଡିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ସିଟ୍ ପାଇଁ ହେବ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଖାଲି ପଡିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ସିଟ୍ ପାଇଁ ଆଜିଠାରୁ ଆରମ୍ଭ ହେବ ସ୍ପଟ ଆଡମିଶନ। ଭୁବନେଶ୍ୱର ଓଜେଇଇ କାର୍ଯ୍ୟାଳୟରେ ଏନେଇ ସ୍ୱତନ୍ତ୍ର ଆଡମିଶନ ହବ୍ କରାଯାଇଛି। ସକାଳ ୧୦ଟାରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ। MBBS  ଓ BDS ପାଇଁ ୬ ତାରିଖ…