ଆଜିଠାରୁ ଆରମ୍ଭ ହେବ ସ୍ପଟ ଆଡମିଶନ, ରାଜ୍ୟରେ ଖାଲି ପଡିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ସିଟ୍ ପାଇଁ ହେବ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଖାଲି ପଡିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ସିଟ୍ ପାଇଁ ଆଜିଠାରୁ ଆରମ୍ଭ ହେବ ସ୍ପଟ ଆଡମିଶନ। ଭୁବନେଶ୍ୱର ଓଜେଇଇ କାର୍ଯ୍ୟାଳୟରେ ଏନେଇ ସ୍ୱତନ୍ତ୍ର ଆଡମିଶନ ହବ୍ କରାଯାଇଛି। ସକାଳ ୧୦ଟାରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ। MBBS  ଓ BDS ପାଇଁ ୬ ତାରିଖ ଯାଏଁ ସ୍ପଟ ଆଡମିଶନ କରାଯିବ। ଏନେଇ ଓଜେଇଇ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟର ୮ମେଡିକାଲ ୨ଡେଣ୍ଟାଲ କଲେଜରେ ୧୮୦ଟି ସିଟ୍ ଖାଲି ପଡିଛି।

Leave A Reply

Your email address will not be published.