Browsing Tag

medical

ରୋଗୀ ମୃତ୍ୟୁ ନେଇ ବାରିପଦା ଓ ସମ୍ବଲପୁର ମେଡିକାଲରେ ଉତ୍ତେଜନା, ରୋଗୀ ସେବାରେ ଉପୁଜିଛି ବାଧା

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଡାକ୍ତର ଓ ନର୍ସ। ପ୍ରତିବାଦରେ ଡାକ୍ତର ଓ ନର୍ସ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତର ଚିକିତ୍ସାରେ ଅବହେଳା…

ନର୍ସଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଭଦ୍ରକ(କେନ୍ୟୁଜ୍): ନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ଏହାକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଏଡିଏମ୍‌ଓ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଜଣେ ୬୦ ବର୍ଷର ମହିଳା ଅସୁସ୍ଥ ହେବାରୁ ପରିବାର…

ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ : ମେଡିକାଲରେ ଉତ୍ତେଜନା

ବାରିପଦା : ରୋଗୀ ମୃତ୍ୟୁରୁ ଉତ୍ତେଜନା । ବାରିପଦା ପଣ୍ଡିତ୍‌ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ମୟୂରଭଞ୍ଜ ଚାନ୍ଦୁଆ ଥାନା ଚାଲୁଣିଆ ଗାଁର ରଞ୍ଜିତା ପାତ୍ର । ଅଭିଯୋଗ ଅନୁଯାୟୀ ରଞ୍ଜିତାଙ୍କୁ ଚିକିତ୍ସା ପାଇଁ…

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ, ସାହାଯ୍ୟ ନପାଇ ଶେଷକୁ କଲେ ଏମିତି କାମ

ମାହାରାଷ୍ଟ୍ର : ନାଗପୁରର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ମାନବୀକତାକୁ ଆଘାତ ପହଞ୍ଚାଇଛି। ଡାକ୍ତରଖାନାକୁ ଡେଲିଭେରୀ ପାଇଁ ଯାଇଥିବା ବେଳେ କାହାର ସାହଯ୍ୟ ନପାଇ ନିଜେ ଶିଶୁ ଜନ୍ମ କରିଛନ୍ତି ୨୩ ବର୍ଷିୟା ଶୁକେଷ୍ଣୀ ଶ୍ରୀକାନ୍ତ। ଆସନ୍ତୁ ନଜର ପକାଇବା କଣ ରହିଥିଲା…

ଜାଣିଛନ୍ତି କି ? ଆପଣଙ୍କ ପାଇଁ ଡାକ୍ତରଖାନାରେ ରହିଛି ଏହି ସବୁ ଜରୁରୀକାଳୀନ ସୁବିଧା

ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର‌୍ୟ୍ୟନ୍ତ ଶରୀର ସହ ଲାଗି ରହିଥାଏ ବିଭିନ୍ନ ପ୍ରକାରର ରୋଗ। ଏଥିପାଇଁ ମନୁଷ୍ୟ ରୁପି ଭଗାବାନ ଡ଼ାକ୍ତରଙ୍କ ସହାୟତା ଲୋଡ଼ିଥାନ୍ତି ପ୍ରତ୍ୟେକ ବ୍ୟକ୍ତି। କିନ୍ତୁ ଏଥିରେ ଅଧିକାଂଶ ସମୟରେ ଗ୍ରାହକକୁ ଧୋକା ମିଳିଥାଏ, ତ ଅନେକ ସମୟରେ ଠକାମୀର ଶିକାର ମଧ୍ୟ ହେବାକୁ…