ଏବେ ପଇସା ଉଠାଇବା ପାଇଁ ଯିବାକୁ ପଡ଼ିବନି ବ୍ୟାଙ୍କ, ଘରେ ବସି ମାଇକ୍ରୋ ଏଟିଏମରୁ ବାହାର କରିପାରିବେ ଟଙ୍କା
ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଲକଡାଉନ ସମୟରେ ଲୋକେ ଯେପରି ପଇସାକୁ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ଅଧିକାରୀ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଏମ ଅଜୟ ଶଙ୍କର ପାଣ୍ଡେ ଡାକ କର୍ମଚାରୀମାନଙ୍କୁ ମାଇକ୍ରୋ ଏଟିଏମ ସହିତ ଗାଁକୁ ଯିବା…