Below header
Browsing Tag

migrant labour dead

ପୁଣି ଘର ବାହୁଡ଼ା ହେଲା ଶେଷ ବାହୁଡା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ମୃତ ୨୦ ଗୁରୁତର

କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ସଡକ ପଥ ଏବଂ ଜଳ ପଥ ଦେଇ ଦୁଃଶାହସିକ ଯାତ୍ରା କରି ଘରକୁ ଫେରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସମସ୍ତଙ୍କ…

ପୁଣି ପ୍ରବାସୀ ଶ୍ରମିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ! ଘରକୁ ଫେରୁଥିବା ଶ୍ରମିକଙ୍କ ଘର ବାହୁଡା ରହିଗଲା ଅଧାରେ, ଜଣେ ମୃତ…

କରୋନା ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ। ଲକଡାଉନ କାରଣରୁ ଆର୍ଥିକ ସଂକଟରେ ଥିବା ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। ଶ୍ରମିକଙ୍କ ଘର ବାହୁଡାକୁ ନେଇ ଅନେକ ଦୁଃଖଦ ଘଟଣା ଘଟୁଛି। କିଏ ଚାଲି ଚାଲି ଆସିବାବେଳେ ରାସ୍ତାରେ ସନ୍ତାନ ଜନ୍ମ ହେଉଛନ୍ତି ତ ଆଉ…

ପାଦରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍, ୬ ମୃତ ଓ ଅନେକ ଆହତ

ପୁଣି ଭିଟାମାଟି ପ୍ରେମ ରହିଗଲା ଅଧାରେ। ଘର ବାହୁଡା ଆଶା ହୋଇଗଲା ଶେଷ ବାହୁଡା। କରୋନା ମାରିଦେବା ଭୟରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମାରି ଦଉଛି ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶର ମୁଜାଫରନଗର-ସହରାନପୁର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତି ପ୍ରାୟ ୧ଟାରେ ଅଘଟଣ ଘଟିଛି।…

ପୁଣି ଘର ବାହୁଡା ହେଲା ଶେଷ ଶେଷ ଯାତ୍ରା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଶ୍ରମିକ ମୃତ ଓ ୫୫ ଆହତ

ମଧ୍ୟପ୍ରଦେଶ ଗୁନା ନିକଟସ୍ଥ ସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୫୫ ଜଣ ଆହତ ହୋଇଛନ୍ତି। କଣ୍ଟେନର ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଏକ ଛାତି ଥରା ଦୁର୍ଘଟଣା ଘଟିଛି। ସମସ୍ତ…

ବିପଦ ଉପରେ ବିପଦ ! ଟ୍ରେନ ଟ୍ରାକ ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ, ୧୭ ଜଣଙ୍କର ଚାଲିଗଲା…

ଔରଙ୍ଗବଦ : ଆଜି ସକାଳୁ ଏକ ଛାତି ଥରା ଘଟଣା ଘଟିଛି। ମହାରାଷ୍ଟ୍ର ଔରଙ୍ଗବଦରେ ରେଳ ଲାଇନ ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ। ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସକାଳ ୬.୩୦ରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏମାନେ ସମସ୍ତେ ଫ୍ଲାଏଓଭର…

ଅଧାରେ ରହିଗଲା ଭିଟାମାଟି ପ୍ରେମ, ସୁରତରୁ ଓଡିଶା ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ମୃତ୍ୟୁ

ସାରା ଦୁନିଆକୁ ଥରହର କରି ରଖିଛି କରୋନା। କରୋନା ଭାରତରେ କାୟା ବିସ୍ତାର କରିବା ପରେ ଦେଶକୁ ଲକଡାଉନ କରିଦିଆଯାଇଛି। ଗାଡି ମଟର ବସ, ଟ୍ରେନ ଚଳାଚଳ ସବୁ ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଆ ପ୍ରବାସୀ ମନେ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି। ତେବେ ନିକଟରେ କିଛି ଶ୍ରମିକ ନିଜେ ବସର ଆୟୋଜନ…