Browsing Tag

migrants return

୧୪ଦିନ ସଂଘରୋଧ କେନ୍ଦ୍ରରେ ରହିବା ପରେ କୋହଭରା କଣ୍ଠରେ ଘରକୁ ଫେରୁଛନ୍ତି ପ୍ରବାସୀ

ବାସୁଦେବପୁର(କେନ୍ଯୁଜ୍): ମହାମାରୀ କରୋନା ପାଇଁ ସରକାରଙ୍କ ନିୟମ ଅନୁସାରେ ବିଦେଶରୁ ଫେରିଥିବା ପ୍ରବାସୀ ଓଡିଆ  ସଂଘରୋଧ କେନ୍ଦ୍ରରେ ୧୪ଦିନ ରହିବେ। ଆଜି ଶେଷ ହୋଇଛି ସଂଘରୋଧ କେନ୍ଦ୍ରରୁ ଫେରିବାର ଦିନ । ୧୪ଦିନ ପୂରଣ ହେବା ପରେ ପ୍ରବାସୀମାନେ ଫେରି ଯିବେ ନିଜ ଘରକୁ । ରାଜ୍ୟର ବିଭିନ୍ନ…

୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ

ମାଲକାନଗରିରି: ୫୩ ପ୍ରବାସୀଙ୍କୁ ପଶ୍ଚିମବଙ୍ଗ ପଠାଇଲା ମାଲକାନଗରିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ ମୋଟୁ ଠାରେ ଫସିଥିବା ୫୩ ଜଣ ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ୫ଦିନ ପରେ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗ ସୀମାନ୍ତରେ ଛଡାଯାଇଛି । ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପରିଚୟ…

ହାଇଦ୍ରାବାଦରୁ ଚାଲି ଚାଲି ରାଜନଗରକୁ ଫେରୁଛନ୍ତି ୧୪ ଜଣ ଯୁବକ

ରାଜନଗର: ରାଜ୍ୟର ଅନେକ ଶ୍ରମିକ ଏବେ ବି ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରର ୧୪ ଜଣ ଯୁବକ ହାଇଦ୍ରାବାଦ ପ୍ରଗତି ନଗରରେ ରଡ଼ ମିସ୍ତ୍ରୀ ଭାବେ କାମ କରନ୍ତି । ସେଠାକାର ସରକାର କିଛି ଦିନ ଖାଇବାକୁ ଦେଇ ପରେ ବନ୍ଦ କରିଦେଇଥିବା ସେମାନେ ଅଭିଯୋଗ…

ରାୟଗଡା ଜିଲ୍ଲାରୁ ନିଜ ରାଜ୍ୟକୁ ଗଲେ ୪୭ ପ୍ରବାସୀ, ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ସ୍ୱତନ୍ତ୍ର…

ରାୟଗଡା: ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ରାଜ୍ୟକୁ ଗଲେ ଲୋକେ। ଗତ ମାର୍ଚ୍ଚ ୨୯ତାରିଖରୁ ରାଜସ୍ଥାନର ୩୭ଜଣ ଓ ଛତିଶଗଡ଼ର ୧୦ଜଣଙ୍କୁ ରାୟଗଡ଼ା ଜିଲ୍ଲାର କେରେଡ଼ା ଗାଁର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ ପରେ ସେମାନଙ୍କୁ ଗୋଟିଏ ବସ ଓ ଦୁଇଟି ବୋଲେରୋ…