ଦୌଡ଼ିଲା ସାରା ଓଡ଼ିଶା, ୩୦ ଜିଲ୍ଲାରେ ଅନୁଷ୍ଠିତ ହେଲା ମିନି ମାରାଥନ
ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଶିକ୍ଷା । ଏହି ଉଦ୍ଦେଶ୍ୟରେ ଦୌଡ଼ିଲା ସାରା ଓଡ଼ିଶା । ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ଜାନୁଆରୀ ମାସର ଶେଷ ରବିବାର ଏକ ମିନି ମାରାଥନର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଶେଷ ରବିବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ୨୫ ତାରିଖରେ ଏହାର ଆୟୋଜନ କରାଯାଇଛି। “…