Browsing Tag

minister list

ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ, ଏମାନେ ହେବେ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ସମସ୍ତ ୨୦ ଜଣ ମନ୍ତ୍ରୀଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀଙ୍କ ତାଲିକା ସାମନାକୁ ଆସୁଛି । ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବେ…

ନବୀନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସ୍ଥାନ ? କଣ ରହିବ ମାପକାଠି ?

ଆସନ୍ତା ୨୯ରେ ଶପଥ ନେବେ ନବୀନ। ତାଙ୍କ ସାଙ୍ଗରେ କିଏ କିଏ ମନ୍ତ୍ରୀପଦ ଭାବେ ନେବେ ଶପଥ। କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ। ଲାଗି ରହିଛି କଳ୍ପନା ଜଳ୍ପନା। ଏଥର ଭେଟରାନଙ୍କ ସହ କିଛି ନୂଆ ଚେହେରା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ଦଳ ପ୍ରତି ଆନୁଗତ୍ୟ ଓ ନିର୍ବାଚନରେ ପ୍ରଭାବୀ…