Browsing Tag

minister naba das

ନବ ଦାସଙ୍କ ହତ୍ୟାକୁ ଆଜି ପୂରିଲା ବର୍ଷେ, ବର୍ଷକ ଭିତରେ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ

ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କ ହତ୍ୟାକୁ ଆଜି ବର୍ଷେ ପୂରିଛି । ଗତବର୍ଷ ଆଜି ଦିନରେ ଏହି ହାଇପ୍ରୋଫାଇଲ୍ ମର୍ଡର ହୋଇଥିଲା । ଦିନ ଦ୍ବିପ୍ରହରରେ ବ୍ରଜରାଜନଗର ଗାନ୍ଧି ଛକରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ଏଏସଆଇ ଗୋପାଳ ଦାସ । ତାକୁ ତୁରନ୍ତ ଗିରଫ କରିଥିଲା…

ମୌନରେ ଗୋପାଳ: ଚୌଦ୍ୱାର ଜେଲରେ କାଟିଲା ପ୍ରଥମ ରାତି

କଟକ (କେନ୍ୟୁଜ): ବଦଳିଲା ଗୋପାଳର ଠିକଣା । ନବ ଦାସଙ୍କ ହତ୍ୟା ଅଭିଯୁକ୍ତର ନୂଆ ଠିକଣା ଚୌଦ୍ୱାର ସର୍କଲ ଜେଲ୍‌ । ହାଇସିକ୍ୟୁରିଟି ୩ ନମ୍ବର ସେଲରେ ଅଛି ଗୋପାଳ । ସେଲରେ କେବଳ ସେ ଏକୁଟିଆ ରହୁଛି । ଚୌଦ୍ୱାର ଜେଲରେ ପ୍ରଥମ ରାତି କାଟିଛି । ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ପରେ ଗତକାଲି…

କ୍ରାଇମ୍‌ ସ୍ପଟ୍‌ରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ: ଆଜି ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…

ଝାରସୁଗୁଡା (କେନ୍ୟୁଜ): ରିମାଣ୍ଡରେ ସତ ଉଗାରୁଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଗତକାଲି କ୍ରାଇମ୍‌ ସ୍ପଟ୍‌ରେ କ୍ରାଇମ୍‌ ସିନ୍‌ ଦେଖାଇଥିଲା । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ତଦନ୍ତକାରି ଟିମ୍‌ ଆଗରେ ଡେମୋ ଦେଖାଇଥିଲା ଗୋପାଳ । ଆଜି ଅଭିଯୁକ୍ତର ଦ୍ୱିତୀୟ…

ନବଙ୍କ ମୃତ୍ୟୁକୁ ପୁରିଲା ୮ ଦିନ, ଅସ୍ଥି ବିସର୍ଜନ ପାଇଁ ପ୍ରୟାଗରାଜ୍ ଗଲେ ପୁଅ ବିଶାଲ

ଝାରସୁଗୁଡ଼ା (କେନ୍ୟୁଜ): ଆହ୍ଲାବାଦ ଗଲା ନବ ଦାସଙ୍କ ଅସ୍ଥି । ବାପାଙ୍କ ଅସ୍ଥି ନେଇ ଗଲେ ପୁଅ ବିଶାଲ । ଝାରସୁଗୁଡ଼ା ବିମାନବନ୍ଦରରୁ ଗଲେ ପୁଅ ବିଶାଲ । ଗତ ରବିବାର ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ପୁଅ ବିଶାଲଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ୟ ଆହ୍ଲାବାଦ ଯାଇଛନ୍ତି ।…

ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ) : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ ବୋଲି କହିଛନ୍ତି ଶ୍ରୀ ମୋଦି । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ…