Browsing Tag

misbehaved

ଗୁହାଳ ଘରେ ଲୁଚି ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ଧାରଣାରେ ପରିବାର

ଘରେ ବି ସୁରକ୍ଷିତ ନାହାନ୍ତି ଝିଅ । ଗୁହାଳ ଘରକୁ ସେଦିନ ଗାଈକୁ ଖାଇବା ଦେବା ଲାଗି ଯାଇଥିଲେ ଜଣେ ଯୁବତୀ । କିନ୍ତୁ ପୂର୍ବରୁ ହିଁ ଗୁହାଳ ଘରେ ଲୁଚି ବସିଥିଲା ଜଣେ ଯୁବକ । ଆଉ ଯୁବତୀ ଯେମିତି ଗାଈକୁ ଖାଦ୍ୟ ଦେବାକୁ ଯାଇଛନ୍ତି ସଙ୍ଗେ ସଙ୍ଗେ ତାଙ୍କୁ ଟଣା ଭିଡ଼ା କରିବା ଆରମ୍ଭ କରିଥିଲା…

ରାଜଧାନୀରେ ଚାଞ୍ଚଲ୍ୟ : ନାବାଳିକାକୁ ଅପହରଣ ପରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ।  ଲିଙ୍ଗରାଜ ଥାନା ନିକଟ ବସ୍ତି ଅଞ୍ଚଳରେ ଅଭିଯୋଗ ହୋଇଛି ।  ନାବାଳିକା ଜଣକ ନିଖୋଜ ଥିଲେ ।  ବହୁ ଖୋଜାଖୋଜି କରିବା ପରେ ବୈଶିଷ୍ଟ୍ୟ ନଗର ହନୁମାନ ମନ୍ଦିର ନିକଟରୁ କ୍ଷତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଛନ୍ତି ।  ତାଙ୍କୁ…

ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ, ତଟରକ୍ଷୀ ବାହିନୀ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର : ରାଜଧାନୀରେ ପୁଣି ରୋଡ ରୋମିଓଙ୍କ ଉତ୍ପାତ ।  ଭରତପୁର ଘଟଣା ସାରା ଦେଶରେ କମ୍ପନା ସୃଷ୍ଟି କରିଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର। ପୁଣି ସେହି ରାଜଧାନୀରେ ଅସଦାଚରଣ ଅଭିଯୋଗ ହୋଇଛି । କିଛି ମଦ୍ୟପ ଦୁର୍ବ୍ୟବହାର…

ସୀମା ଟପିଲା ପାଶବିକତା, ଯୌନ ଲାଳସା ପୂରଣ କରିବା ପାଇଁ ଶେଷରେ ଗୋମାତାକୁ ବି ଛାଡିଲା ନାହିଁ

କଟକ (କେନ୍ୟୁଜ): ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ । ଏଠାରେ ମଣିଷ ଯୌନ ଲାଳସା ପୂରଣ କରିବା ପାଇଁ ଗାଈକି ମଧ୍ୟ ଛାଡ଼ି ନାହିଁ । ହିନ୍ଦୁ ସଂସ୍କୃତିରେ…

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନର୍ଲା : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ନର୍ଲା ସିଏଚସିର ପିଏଚଇଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଶାକର୍ମୀ ନିଯୁକ୍ତିରେ ଅନିୟମିତତା ନେଇ ମହିଳା ଜଣକ ସିଏଚସି ପିଏଚଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।…

କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଏକମାଣିଆରେ ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର । ଫଟୋ ଉଠାଇବାରୁ ରାଗିଯାଇ ପିଡି ଖରାପ ଭାଷାରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ବାତ୍ୟା ଫନିର ସର୍ଭେ କରିବାକୁ ଯାଇ…

ମହିଳା ସଫେଇ କର୍ମୀଙ୍କୁ ଘୋଷାଡି ବାହାରେ ଫିଙ୍ଗିଦେଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ, ଭିଡିଓ ହେଲା ଭାଇରାଲ୍

ଛତିଶଗଡ : ଛତିଶଗଡର କୋରିୟା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୋରିୟା ବଡବାହୀ କନ୍ୟା ଆଶ୍ରମର ଛାତ୍ରାବାସର ଅଟେ । ଏଠାରେ କାମ କରୁଥିବା ଏକ ମହିଳାଙ୍କୁ ଜଣେ ବ୍ୟକ୍ତି ଅତି କଦର୍ଯ୍ୟ ଭାବେ ଘୋଷାଡି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ଉକ୍ତ…