କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କଲା ରୁଷ; ୧୭ ମୃତ, ୪୦ ଗୁରୁତର
କ୍ରିମିଆ ଏବଂ ରୁଷିଆକୁ ସଂଯୋଗ କରୁଥିବା ବ୍ରିଜ ବିସ୍ଫୋରଣ ପରେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଛି ରୁଷ। ମିସାଇଲ ଆକ୍ରମଣରେ ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଖବର ମୁତାବକ, ରୁଷ ପକ୍ଷରୁ ଜେପୋରିଜିୟାର କିଛି ଅଞ୍ଚଳରେ ମିସାଇଲ ଆକ୍ରମଣ ହୋଇଛି।…