Browsing Tag

missing boy found

୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ, ମାଆର ଖୁସି କହିଲେ ନସରେ

ଗଞ୍ଜାମ(କେନ୍ୟୁଜ୍): ମାଆ କୋଳକୁ ଫେରିଲା ନାରାୟଣ। ଗତ ୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ। ଗଞ୍ଜାମରୁ ନିଖୋଜ ହୋଇ ପୁରୀରୁ ଉଦ୍ଧାର ହୋଇଛନ୍ତି। ଗତକାଲି ରାତିରେ ନାରାୟଣ ପୁରୀ ସିଂହଦ୍ୱାର ସୂଚନା କେନ୍ଦ୍ରରୁ ମାଆଙ୍କୁ ଫୋନ୍‌ କରିଥିଲେ। ପୁଅର ଫୋନ୍‌ ପାଇବା ପରେ ଘର ଲୋକ ପୁରୀ ଯାଇ ପୁଅକୁ…

ଦେଢ଼ ମାସ ପରେ ମିଳିଲା ନିଖୋଜ ଶିଶୁପୁତ୍ର, ଉଦ୍ଧାର କଲା ବଡ଼ଚଣା ପୋଲିସ

ଯାଜପୁର (କେନ୍ୟୁଜ) : ଧାନମଣ୍ଡଳରୁ ନିଖୋଜ ହୋଇଥିବା ଶିଶୁପୁତ୍ର ଉଦ୍ଧାର। ପାଖାପାଖି ଦେଢ଼ ମାସ ପରେ ତାଳଚେର ଅଞ୍ଚଳରୁ ନିଖୋଜ ଶିଶୁପୁତ୍ରକୁ ଠାବ କଲା ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ। ଗତ ୨୪ ତାରିଖରେ ଧାନମଣ୍ଡଳର ରାମ ଜଜଙ୍କ ୪ବର୍ଷର ପୁଅ ଚିଣ୍ଟୁ ହଠାତ ନିଖୋଜ ହୋଇଥିବା ପରିବାର ପକ୍ଷରୁ…