Below header
Browsing Tag

mkcg medical college

ଏମକେସିଜି ମେଡ଼ିକାଲ କଲେଜରେ ରାଗିଂ ଘଟଣା: ୪ ଜଣ ସିନିଅର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ

ବ୍ରହ୍ମପୁର (କେନ୍ୟୁଜ): ୪ ସିନିଅର ଛାତ୍ରଙ୍କୁ କ୍ୟାମ୍ପସ ମନା। ଏମକେସିଜି ମେଡ଼ିକାଲ କଲେଜରେ ଛାତ୍ରକୁ ରାଗିଂ ଘଟଣାରେ ୪ ଜଣ ସିନିଅର ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ କରାଯାଇଛି। ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଷ୍ଟାଲିନ ମହାପାତ୍ର ଓ…

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ 5T: ଏମକେସିଜି ମେଡିକାଲ କଲେଜର ବିକାଶର କଲେ ସମୀକ୍ଷା

ବ୍ରହ୍ମପୁର (କେନ୍ୟୁଜ): MKCGରେ ବିକାଶ ସମୀକ୍ଷା। ଆଜି ସକାଳୁ ୫ଟି ତଥା ନବୀନ ଓଡିଶା ଆମ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁର ଏମକେସିଜି ମେଡିକାଲରୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଠାରେ ନିର୍ମାଣଧୀନ କ୍ୟାନ୍ସର ହସ୍ପିଟାଲର ସମୀକ୍ଷା କରିବା ସହ ମେଡିକାଲର ବିକାଶ…

ଅଗ୍ନିକାଣ୍ଡ ପରେ ଅଚଳ ହୋଇପଡିଛି ଏମକେସିଜି ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗର ଓଟି

ବ୍ରହ୍ମପୁର (କେନ୍ୟୁଜ୍): ଅଗ୍ନିକାଣ୍ଡ ପରେ ଅଚଳ ହୋଇପଡିଛି ଓଟି । ବ୍ରହ୍ମପୁର ଏମକେସିଜି ମେଡିକାଲ ସୁପର ସ୍ପେସାଲିଟି ବିଲଡିଂରେ ଥିବା ୟୁରୋଲୋଜି ବିଭାଗ ଓଟି ଅଲୋଡା ହୋଇପଡିଛି । ଗତ ଅଗଷ୍ଟ ୨୬ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲେ ବି ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଏପରିକି ସେହି…

ଏମ୍‌କେସିଜିରେ ଅଚାନକ ପଶିଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ, ରୋଗୀ ସେବା ସମ୍ପର୍କରେ ସ୍ଥିତି ପରଖିଲେ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଆଜି ଏମକେସିଜି ମେଡିକାଲକୁ ଅଚାନକ ଯାଇ ସ୍ଥିତି ପରଖିଛନ୍ତି । ଉଭୟ ସାଂସଦ ଓ ବିଧାୟକ ମେଡିକାଲର ଏସଏନସିୟୁ, ସୁପର ସ୍ପେସାଲିଟି ବ୍ଳକ, ଇନ୍‌ଡୋର୍‌ ସମେତ ବିଭିନ୍ନ ଓ୍ୱାର୍ଡ଼ ବୁଲି…