ଜନ୍ମ ଦିନରେ ମୃତ୍ୟୁ: ତାମିଲନାଡୁର ବିଧାୟକ ଜେ. ଅନ୍ବାଝାଗନଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ
ତାମିଲନାଡୁ: ତାମିଲନାଡୁର ବିଧାୟକ ଜେ. ଅନ୍ବାଝାଗନଙ୍କ ମୃତ୍ୟୁ । ୬୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ଦୁଃଖର କଥା ଆଜି ତାଙ୍କର ଜନ୍ମ ଦିନ ଥିବାବେଳେ ତାଙ୍କର ଜୀବନ ମଧ୍ଯ ଆଜି ଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇ ଚେନ୍ନାଇର ଏକ କୋଭିଡ୍ ହସ୍ପିଟାଲରେ…