କୁନି ପିଲାଙ୍କ ମସ୍ତିଷ୍କକୁ ଦୁର୍ବଳ କରୁଛି ମୋବାଇଲ୍ ସ୍କ୍ରିନ
ଅଧିକ ଫୋନ୍ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଙ୍କ ଆାଖି ଉପରେ ପ୍ରଭାବ ପଡିବା ସହ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମୋବାଇଲ୍ ଫୋନ୍ ଏତେ ମାତ୍ରାରେ ପାଗଳ କରୁଛି ଯେ, ଆଜିକାଲି କାହା ପାଖରେ ଟଙ୍କା ଥାଉ କି ନଥାଉ କିନ୍ତୁ ମୋବାଇଲ୍ ଖଣ୍ଡେ ନିହାତି ଥିବ । ତେବେ ଆବଶ୍ୟକତାଠାରୁ ଅଧିକ…