ଆସନ୍ତାକାଲି ମୋଦି-ନବୀନ ଭେଟ, ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଦୁଇ ନେତା ଏକାଠି ହେବେ
ଆସନ୍ତାକାଲି ମୋଦି-ନବୀନ ଭେଟ । ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦୁଇ ନେତା ଏକାଠି ହେବେ । କିନ୍ତୁ ପରେ ସାଧାରଣ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ କଣ କହିବେ ପ୍ରଧାନମନ୍ତ୍ରୀ ତାଉପରେ ସମସ୍ତଙ୍କର ନଜର ରହିଛି । ରାଜନୈତିକ ସଭାରେ ଆଟାକ୍ କଲେ ବି ନବୀନଙ୍କ…