Below header
Browsing Tag

monsoon in kerala

କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି

ଭୁବନେଶ୍ବର(କେନ୍ୟୁଜ୍‌): କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି। ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ। ଫଳରେ ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ ଦିନ ଯାଏ ଆହୁରି ଜାରି ରହିବ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୪…

କେରଳ ଛୁଇଁଲା ମୌସୁମୀ, ଓଡ଼ିଶା ପାଇଁ ପାଗ ଅନୁକୂଳ ହୋଇନଥିବା IMD ପକ୍ଷରୁ ସୂଚନା

ଭୁବନେଶ୍ବର(କେନ୍ୟୁଜ୍‌): କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ନିର୍ଦ୍ଧାରିତ ତାରିଖ ଜୁନ୍‌ ୧ ଠାରୁ ୩ ଦିନ ଆଗରୁ ପହଞ୍ଚିଲା ମୌସୁମୀ। ସାଧାରଣତଃ ଜୁନ୍‌ ପହିଲାରେ ମୌସୁମୀ ପହଞ୍ଚିଥାଏ। ଏଥର ମେ ୨୭ରେ ଛୁଇଁବ ବୋଲ ପୂର୍ବାନୁମାନ କରିଥିଲା IMD। ଆରବ ସାଗର ଓ…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁୁ। ଏବର୍ଷ ଦୁଇ ଦିନ ବିଳମ୍ବରେ କେରଳ ଉପକୂଳ ଛୁଇଁଛି। ସାଧାରଣତଃ ଜୁନ ୧୦ରୁ ୧୨ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚିଥାଏ ମୌସୁମୀ। ଏଥର ମଧ୍ୟ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ରହିଥିବା କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ…

ଆସନ୍ତା ଜୁନ ୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

କେନ୍ଯୁଜ୍: ଆସନ୍ତା ଜୁନ ୧ରେ କେରଳ ଛୁଇଁବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରଳରେ ଠିକ୍‌ ସମୟରେ ମୌସୁମୀ ଛୁଇଁବାର ବହୁ ସମ୍ଭାବନା ରହିଛି । ତେବେ ମେ ୧୫ରେ ଏନେଇ ସଠିକ ଆକଳନ କରାଯିବ । ବର୍ତ୍ତମାନ ଯାହା ସଙ୍କେତ ମିଳୁଛି, ଜୁନ ପହିଲା…

୮ରେ କେରଳ ଛୁଇଁବ ମୌସୁମୀ, ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଓ ୮ ରାଜ୍ୟରେ କାଳବୈଶାଖୀ ବର୍ଷା

କେନ୍ୟୁଜ୍ : ୮ରେ କେରଳ ଛୁଇଁବ ମୌସୁମୀ। ୧୩ କିମ୍ବା ୧୪ ତାରିଖରେ ଓଡ଼ିଶା ଆସିବ ମୌସୁମୀ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୁର୍ଣିବଳୟ ପ୍ରଭାବରେ ଆହୁରି ୨ ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ଗତକାଲି ପୁରୀରେ…