ଅମୂଲ ଏବଂ ମଦର ଡେରୀ ପରେ ଏବେ ପରାଗ କ୍ଷୀରର ଦାମ ବଢିଲା, ଜାଣନ୍ତୁ କେତେ ..
ସାରା ଦେଶରେ କ୍ଷୀରର ଦର ବଢ଼ିବାରେ ଲାଗିଛି । ଅମୂଲ ଏବଂ ମଦର ଡେରୀ ପରେ ଆଉ ଏକ କମ୍ପାନୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ପ୍ରମୁଖ କ୍ଷୀର ଯୋଗାଣକାରୀ କମ୍ପାନୀ ପରାଗ କ୍ଷୀରର ବୃଦ୍ଧି କରିଛି । କମ୍ପାନୀ ଗତକାଲି ଠାରୁ ନୂତନ ଦର ଲାଗୁ କରିଛି । …