Below header
Browsing Tag

mother imprisoned for killing her baby

ଶିଶୁକୁ ଘରେ ଏକୁଟିଆ ଛାଡ଼ି ୪ ଦିନ ଯାଏ ମା’ କରୁଥିଲେ ‘ମଦ ପାର୍ଟି’, ଭୋକରେ ୧୧ ମାସ ଶିଶୁର ମୃତ୍ୟୁ, ମା’କୁ ୧୪ ବର୍ଷ…

ମସ୍କୋ : କଥାରେ ଅଛି ମା’ ମମତାମୟୀ । ନିଜର ସନ୍ତାନର ଭଲ ପାଇଁ ସେ କିଛି ବି କରିବାକୁ ପଛାଏ ନାହିଁ । ହେଲେ ଏମିତି ବି ମା’ ଅଛନ୍ତି ଯିଏ ଶିଶୁ ପାଇଁ ପାଲଟି ଯାଆନ୍ତି ମୃତ୍ୟୁ ଦୂତ । ନିଜର ସୌକକୁ ପୁରଣ କରିବା ପାଇଁ ଜଣେ ମା’ ୪ ଦିନ ଧରି ମଦ ପାର୍ଟିରେ ମସ୍‌ଗୁଲ୍‌ ଥିବା ବେଳେ ଭୋକ ଦାଉରେ…