ବଦଳିଛି ନାରୀର ସଂଜ୍ଞା, ଦୃଢ଼ ଇଛା ଶକ୍ତି ବଳରେ ମାଉଣ୍ଟ ଏଲବ୍ରସ ଶୃଙ୍ଗ ଆରୋହଣ କରିବେ ବିଭାରାଣୀ
ଭୁବନେଶ୍ୱର: ସମୟ ବଦଳିଛି ଆଉ ତା ସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଥାଏ ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ । ଆଉ ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି…