Browsing Tag

Mukesh Khanna Death

ଭାଇରଲ ହେଲା ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର, ଭିଡିଓ ପୋଷ୍ଟ କରି ଅସ୍ବୀକାର କଲେ ଶକ୍ତିମାନ

ଶକ୍ତିମାନ ଏବଂ ଭୀଷ୍ମ ପିତାମହ ଭଳି ଚରିତ୍ରରେ ନଜର ଆସିଥିବା ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର ହଠାତ୍ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହା ଶୁଣି ଫ୍ୟାନ୍ସମାନେ ଭାଙ୍ଗିପଡିଥିଲେ। କିନ୍ତୁ ଏହା କେବଳ ଏକ ଗୁଜବ । ଏହାକୁ ନିଜେ ମୁକେଶ ଖାନ୍ନା ଅସ୍ୱୀକାର କରିଛନ୍ତି । ମୁକେଶ ଖାନ୍ନା…