ଟ୍ୟାନ୍ ସମସ୍ୟାକୁ ଦୂର କରେ ମୁଲତାନି ମାଟି ଏବଂ ମହୁ, ଜାଣନ୍ତୁ କିପରି କରିବେ ବ୍ୟବହାର
ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ସ୍କିନ୍ରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ବିଶେଷକରି ଲୋକମାନେ ଖରା ଏବଂ ଟ୍ୟାନିଂର ଶିକାର ହୁଅନ୍ତି । ଏହି ଋତୁରେ ନିଜ ତ୍ୱଚା ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ଏଥିପାଇଁ ବାରମ୍ବାର ପାର୍ଲର ଏବଂ ସେଲୁନ୍ ଯିବା ପରିବର୍ତ୍ତେ, ଆପଣ ନିଜ…