Below header
Browsing Tag

municipal executive officer

ଜନ୍ମଦେଇ ଜଞ୍ଜାଳକୁ ଠେଲି ଦେଲେ ବାପା- ମା: ପାଠ ପଢିବା ବୟସରେ ସାନ ଭାଇ ଭଉଣୀଙ୍କ ପେଟର ଭୋକ ବୁଝୁଛି ବଡ଼ ଭଉଣୀ

ବାସୁଦେବପୁର (କେନ୍ୟୁଜ): ଦୁନିଆ କଣ ବୁଝିବା ପୁର୍ବରୁ ବାପା ଘର ଓ ପିଲାଛୁଆଙ୍କୁ ଛାଡି କୁଆଡେ ଚାଲିଯାଇଥିବା ବେଳେ ଏବେ ମାଆ ଚାଲିଗଲେ ଆରପାରିକୁ । ସାହା ଭରସା ବୋଲି କେହି ନାହିଁ। ଯେଉଁ ବୟସରେ ବାପା ମାଆଙ୍କ ଅଭୟ ଛାତ ତଳେ ପିଲା ମାନେ ଭବିଷ୍ଯତ ପାଇଁ ରାହା ଖୋଜିଥାନ୍ତି ସେଇ ବୟସରେ ତିନି…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ପୌରନିର୍ବାହୀ ଅଧିକାରୀ, ବିଲ୍‌ ପାସ୍‌ କରାଇ ଦେବାକୁ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ । ବିଲ୍‌ ପାସ୍‌ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ପୌରନିର୍ବାହି ଅଧିକାରୀ ଅଶୋକ ମିଶ୍ର । ସୁନ୍ଦରଗଡ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଡ୍ରେସ୍‌ କୋଡ୍‌…