Below header
Browsing Tag

murder

ଗୁଣି ଗାରେଡ଼ିରେ ମହିଳାଙ୍କ ମୃତ୍ୟୁ ସନ୍ଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ୫୦ରୁ ଉର୍ଦ୍ଧ୍ଵ ମହିଳା ଅଟକ

ଗଞ୍ଜାମ (କେନ୍ୟୁଜ): ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ। ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ମଧୁରଝୋଳ ଗାଁ ଅଶାନ୍ତ। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମେ ଦୁଇଜଣଙ୍କୁ…

ରାକ୍ଷସୀ ପାଲଟିଲା ବଡ଼ ମା: ଗୁଣିଗାରେଡି ସନ୍ଦେହରେ ନେଲା ନିଜ ୮ ବର୍ଷ ପୁତୁରାର ଜୀବନ

ରାଇରଙ୍ଗପୁର(କେନ୍ୟୁଜ୍): ବିଂଶ ଶତାବ୍ଦୀରେ ମଧ୍ୟ ଗୁଣିଗାରେଡି ସନ୍ଦେହ ଜନିତ ହତ୍ୟାକାଣ୍ଡ ଘଟିଚାଲିଛି ! ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏଭଳି ଏକ ନାରକୀୟ କାଣ୍ଡ। ଆଉ ନାରକୀୟକାଣ୍ଡ ପଛରେ ରହିଥିଲା ଜଣେ ନାରୀର ହାତ। ଜଣେ ମା ର ହାତ। ଏ ହେଉଛି।ମୟୁରଭଞ୍ଜ ତିରିଂ ଥାନା ବିଂଝୁଆ…

ନିଜେ ପୋଛିଦେଲା ନିଜ ସିନ୍ଦୁର: ରାତି ଅଧରେ ଶୋଇଥିବା ବେଳେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

ବଲାଙ୍ଗିର(କେନ୍ୟୁଜ୍): ରାତି ଅଧରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ବଲାଙ୍ଗିର ଜିଲ୍ଲା ତୁଷୁରା ମହୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ହତ୍ୟା କରି ଫେରାର ହୋଇଯାଇଥିବା…

ରାଜଧାନୀରେ ହତ୍ୟାକାଣ୍ଡ: ଦାଦାବଟିକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଚକେଇସିଆଣି ବିଚ୍‌ ବଜାରରେ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ । ଦାଦାବଟି ନ ଦେବାରୁ ଜୀବନ ଜ୍ୟୋତି ମହାନ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ହୋଇଛି । ଏ ନେଇ ମଞ୍ଚେଶ୍ୱର ଥାନାରେ ଜୀବନ…

ଗଞ୍ଜାମ ଶୀତଳାପଲ୍ଲୀରେ ସୀମା ଟପିଲା ବର୍ବରତା: ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ‌। ସୂଚନା ମୁତାବକ, ଆଜି ସକାଳେ…

ଘରେ ପଶି ବାପା ପୁଅଙ୍କୁ ଠେଙ୍ଗାରେ ଆକ୍ରମଣ: ବାପା ମୃତ ଓ ସାନପୁଅ ଗୁରୁତର

ଭଞ୍ଜନଗର(କେନ୍ୟୁଜ୍): ଘରେ ପଶି ଠେଙ୍ଗାରେ ଆକ୍ରମଣ । ଘଟଣାସ୍ଥଳରେ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ବେଳେ, ସାନପୁଅ ଗୁରୁତର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୋଲସର ଗାଁ ଖଦାଳସାହିରେ । ମୃତକ ହେଲେ ଆନନ୍ଦ ନାହାକ । କୌଣସି କାରଣକୁ କେନ୍ଦ୍ରକରି ସେହି ଗାଁର ଦୁଇ…

ଛତିଶଗଡରେ ୪ ଓଡ଼ିଆଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

କେନ୍ୟୁଜ୍: ଛତିଶଗଡରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା। ମୃତକଙ୍କ ମଧ୍ୟରେ ବାପା,ମାଆ ଓ ଦୁଇ ଛୁଆ ଥିବା ଜଣାପଡିଛି । ଛତିଶଗଡ ଦୁର୍ଗ ଜିଲ୍ଲା କୁହ୍ମାରୀ ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ କୁରାଢୀରେ ହାଣି ହତ୍ୟା କରାଯାଇଛି । ସମ୍ପତ୍ତି ବିବାଦରୁ ସେମାନଙ୍କ ହତ୍ୟା ହୋଇଥିବା ଛତିଶଗଡ…

ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା ! ଅଢ଼େଇ ବର୍ଷ ଝିଅର ବୟାନ ରେକର୍ଡ ପରେ ହତ୍ୟାକାରୀ ସ୍ୱାମୀ ଗିରଫ

ଉମରକୋଟ(କେନ୍ୟୁଜ୍): ହତ୍ୟାକାରୀ ସ୍ୱାମୀ ଗିରଫ। ସ୍ତ୍ରୀକୁ ନିର୍ଯାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଆନ୍ଧ୍ରପ୍ରଦେଶର କାକିନାଡ଼ା ପୋଲିସ। ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫ ବର୍ଷ ପୂର୍ବେ କାରାଗାଁ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିଛି ଦିନ…

ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି ମାଡ: ଦେଶୀ ବନ୍ଧୁକ ଜବତ କଲା ପୋଲିସ

ନୟାଗଡ଼(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି ମାଡ । ମୃତ ଦେହ ସହ ଘଟଣା ସ୍ଥଲରୁ ଦେଶୀ ହାତ ତିଆରି ବନ୍ଧୁକ ଜବତ କଲା ଗଣିଆ ପୋଲିସ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ରାସଂଗ ଗ୍ରାମର ରଜତ ରାଉତ ତାଙ୍କ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଇଥିଲେ। ପୂର୍ବ…

ନିଶା କାରବାରକୁ ନେଇ ରାଜଧାନୀରେ ଗଡିଲା ମୁଣ୍ଡ: ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ, ଜଣେ ମୃତ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍‌ -୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଲେଡି ଡନ୍‌ ଓ ତାଙ୍କ ସ୍ୱାମୀ ସମେତ ସହଯୋଗୀ । ଘଟଣାରେ ଜଣେ ମୃତ । ୨ ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି…

ଘରୋଇ କଳିର ଉଗ୍ରରୂପ : ବାପାକୁ ଗୁଳି କରି ହତ୍ୟା କଲା ପୁଅ

ଉଦଳା (କେନ୍ୟୁଜ୍): ପୁଅର ଗୁଳି ମାଡ଼ରେ ବାପାର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଅଞ୍ଚଳରେ ଏହି ଘଟଣା ଘଟିଛି। ବାପାକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି ହତ୍ୟାକାରୀ ପୁଅ। ଗତକାଲି ରାତିରେ କାଶୀକୁଣ୍ଡଳ ଗାଁର ଟିଲୁ ନାଏକ ଘରେ ଥିଲେ । ସେହି ସମୟରେ ପୁଅ…

ଟିୟୁସନ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର ଟାଉନ୍(କେନ୍ୟୁଜ୍): ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ। ଏକ ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଛାତ୍ରୀ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏଭଳି ଏକ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ…