Browsing Tag

murder

ଘରୋଇ କଳିର ଉଗ୍ରରୂପ : ବାପାକୁ ଗୁଳି କରି ହତ୍ୟା କଲା ପୁଅ

ଉଦଳା (କେନ୍ୟୁଜ୍): ପୁଅର ଗୁଳି ମାଡ଼ରେ ବାପାର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଅଞ୍ଚଳରେ ଏହି ଘଟଣା ଘଟିଛି। ବାପାକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି ହତ୍ୟାକାରୀ ପୁଅ। ଗତକାଲି ରାତିରେ କାଶୀକୁଣ୍ଡଳ ଗାଁର ଟିଲୁ ନାଏକ ଘରେ ଥିଲେ । ସେହି ସମୟରେ ପୁଅ…

ଟିୟୁସନ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର ଟାଉନ୍(କେନ୍ୟୁଜ୍): ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ। ଏକ ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଛାତ୍ରୀ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏଭଳି ଏକ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ…

ଯାଜପୁର ବନ୍ଧଗାଁରେ ଅଭାବନୀୟ ଘଟଣା: ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକକୁ ହାଣି ହତ୍ୟା କଲେ ଯୁବକ

ଯାଜପୁର(କେନ୍ୟୁଜ୍): ଯାଜପୁର ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା । ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକକୁ ହାଣି ହତ୍ୟା କଲେ ଯୁବକ । ହତ୍ୟା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ବନ୍ଧ ଗାଁର ଶାନ୍ତନୁ ବେହେରା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ଯୋଗୁଁ ତାଙ୍କ…

ଗଣେଶ ପୂଜାରେ ରାଜଧାନୀ ଦୁଇ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଶାସ୍ତ୍ରୀ ନଗର ଅଞ୍ଚଳରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ଘରେ କେହି ନଥିବା ବେଳେ ମର୍ଡର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳା ଶୁଭଶ୍ରୀ ମହାପାତ୍ରଙ୍କ ସ୍ୱାମୀ । ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ ଅନନ୍ତ ନାରାୟଣ ନାଥଙ୍କ ପରିବାର ।…

ରାଜଧାନୀରେ ଡିସିପି ଅଫିସ ଆଗରେ ଦୋକାନୀଙ୍କୁ ନିର୍ମମ ହତ୍ୟା, ୨ଜଣ ଥାନାରେ ଅଟକ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଡିସିପି ଅଫିସ ସାମ୍ନାରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା। ଯାହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି। ଏହି ମାମଲାରେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ…

ମହିଳାଙ୍କ ତଣ୍ଟି ଚିପି ହତ୍ୟା ! ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ

ଭୁବନେଶ୍ବର(କେନ୍ୟୁଜ୍): ସ୍ତ୍ରୀର ତଣ୍ଟି ଚିପି ହତ୍ୟା ଅଭିଯୋଗ। ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ। ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅନନ୍ତ ନାରାୟଣ ନାଥ। ବେକରେ ଦାଗ ଚି଼ହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ । ମୃତ…

ବଲାଙ୍ଗିର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର(କେନ୍ୟୁଜ୍): ଯୁବକଙ୍କୁ ନିର୍ମମ ହତ୍ୟା!। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ସହର ହାତୀସାଲପଡ଼ା ଫରେଷ୍ଟ କଲୋନୀ ନିକଟ ଗାଡି ପାର୍କିଂରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଠିକାଦାରପଡ଼ାର ଅଭିମନ୍ୟୁ ହାତୀ। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।…

ପ୍ରେମିକାକୁ ପ୍ରେମ କଲା ବୋଲି ସାଙ୍ଗକୁ ଛୁରୀ ଭୁସି ହତ୍ୟା, ଦିଲ୍ଲୀ ୟୁନିଭର୍ସିଟିର ୩ ଛାତ୍ର ଗିରଫ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକକୁ ହତ୍ୟା କରିଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୩ ଛାତ୍ର। ପାଠ ପଢ଼ିବା ବୟସରେ ଏଭଳି ସାଂଘାତିକ କାଣ୍ଡ ଘଟାଇଛନ୍ତି ଏହି ପିଲାମାନେ। ହତ୍ୟା ମାମଲାର ତଦନ୍ତ କରିବା ଅବସରରେ ଦିଲ୍ଲୀ ପୋଲିସ ଦିଲ୍ଲୀ ୟୁନିଭର୍ସିଟିର ୩ ଛାତ୍ରଙ୍କୁ ଗିରଫ କରିଛି। ଏହି…

ଗଞ୍ଜାମ ଶିଆରିମାଳ ଗାଁରେ ଖଣ୍ଡାରେ ହାଣି ଜଣଙ୍କୁ ହତ୍ୟା

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଶିଆରିମାଳ ଗାଁରେ ଖଣ୍ଡାରେ ହାଣି ଜଣକୁ ହତ୍ୟା । ମୃତ ବ୍ୟକ୍ତି ଜଣକ, ସେହି ଗାଁର ଦୀଲ୍ଲିପ ସ୍ବାଇଁ । ଶନିବାର ରାତିରେ , ଗାଁ ନିକଟ ପୋଖରୀକୁ ମାଛ ଧରିବାକୁ ଯାଇଥିଲେ ଦୀଲ୍ଲିପ । ତାପରଦିନ ସଂଧ୍ୟା ପର୍ଯ୍ୟନ୍ତ ଘରକୁ…

ପୁଣି ଲାଲ୍‌ବାହିନୀର ଲାଲ୍‌ ତାଣ୍ଡବ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଯୁବକଙ୍କୁ ହତ୍ୟା

ନୂଆପଡ଼ା(କେନ୍ୟୁଜ୍): ପୁଣି ଲାଲ୍‌ବାହିନୀର ଲାଲ୍‌ ତାଣ୍ଡବ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଜମେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଯୁବକ ଅନ୍ତରାମ ରାଉତ। ଘରୁ ଉଠାଇ ନେଇ…

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଅଘଟଣ: ମାଆ ସାମ୍ନାରେ ପୁଅକୁ ହାଣି ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଆଜି ସକାଳୁ ମାଆ ପୁଅ ଡାକ୍ତରଖାନା ପରିସରକୁ ଇଟିଲି ଦୋକାନ ଖୋଲିବାକୁ ଆସୁଥିବା ବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ପୁଅର ମୃତ୍ଯୁ ହୋଇଥିବାବେଳେ ମାଆ…

ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ୟୁଜ୍): ଯୁବକଙ୍କୁ ନିର୍ମମ ହତ୍ୟା । ଘର ଛାତ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୋଟା ଗାଁରେ ଅଭାବନୀୟ ଘଟଣା । ମୃତକ ମୋଟା ଗାଁର ରଘୁନାଥ ମହାରଣା । ରଘୁନାଥ ନିଜ ଘର ଛାତ ଉପରେ ଶୋଇଥିବା ବେଳେ କେହି ଦୃର୍ବୁତ୍ତ ତାଙ୍କ…