Below header
Browsing Tag

museum

କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ବୋମା ଧମକ, ଛାନ୍‌ଭିନ ଜାରି

୨୦୦ ବର୍ଷ ପୁରୁଣା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ମିଳିଛି ବୋମା ଧମକ। ମ୍ୟୁଜିୟମ୍‌ର ଅଧିକାରୀମାନଙ୍କୁ ଆଜି ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି, ଯେଉଁଥିରେ ଜାନୁୟାରୀ ୨୬ ପୂର୍ବରୁ ମ୍ୟୁଜିୟମ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ…

ବୌଦ୍ଧ ଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ପାଳିତ, ଜିଲ୍ଲାର ନୂତନ ସଂଗ୍ରହାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ବୌଦ୍ଧ ଜିଲ୍ଲାର ୨୭ତମ ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ଭିଡିଓ କନଫରେନ୍‌ସିଂ ଜରିଆରେ ବୌଦ୍ଧ ଜିଲ୍ଲାର ନୂତନ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୌଦ୍ଧ ଜିଲ୍ଲାର ଶହେ ବର୍ଷର ପୁରାତନ କଚେରୀ କୋଠାରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା…

ଅବହେଳିତ ଅବସ୍ଥାରେ ପଡିରହିଛି ଖିଚିଂରେ ଥିବା ଓଡିଶାର ପୁରାତନ ସଂଗ୍ରହାଳୟ

କରଞ୍ଜିଆ (କେ ନ୍ୟୁଜ) : ଓଡିଶାର ମୟୂରଭଞ୍ଜ ଜିଲ୍ଲା ଖିଚିଂ ମନ୍ଦିର ପରିସରରେ ରହିଛି ଓଡିଶାର ପୁରାତନ ସଂଗ୍ରହାଳୟ। ଏହି ସଂଗ୍ରହାଳୟକୁ ମୟୂରଭଞ୍ଜ ମହାରାଜା ୧୯୨୧-୨୨ରେ ମସିହାରେ ସ୍ଥାପନ କରିଥିଲେ। ଏହି ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି ଓ ନିତ୍ୟ ବ୍ୟବହାର ଜିନିଷ ଦେଖିବାକୁ ମିଳେ।…

ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପରିସରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ସଂଗ୍ରହାଳୟ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋପାଳପୁରକୁ ଆହୁରୀ ଅଧିକ ଆକର୍ଷଣୀୟ ତଥା ପର୍ଯ୍ୟଟକ ମାନଙ୍କୁ ଗୋପାଳପୁର ପ୍ରତି ଆକୃଷ୍ଟ କରିବା ପାଇଁ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ନୂଆ ପ୍ରୟାସ । ଗୋପାଳପୁରଠାରେ ଥିବା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ପୂର୍ବରୁ ବିଭାଗୀୟ…

ବୃତ୍ତିରେ ଶିକ୍ଷକ, କିନ୍ତୁ ନିଶା ପ୍ରାଚୀନ ସାମଗ୍ରୀ ସଂଗ୍ରହ, ନିର୍ମାଣ କରିଛନ୍ତି ପଠାଣି ସାମନ୍ତ ସଂଗ୍ରହାଳୟ

ପୁରୀ (କେନ୍ୟୁଜ୍) : ପୁରାତନ ଯୁଗର ପଥର ଠାରୁ ମୂଲ୍ୟବାନ ସାମଗ୍ରୀ । ପଥର ମୂର୍ତ୍ତି, ପ୍ରାଚୀନ ବହି ସହ ଖବର କାଗଜ । ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବଉଳପଦା ଗାଁର ସଂଗ୍ରାହକ ରବିନ୍ଦ୍ର ସ୍ୱାଇଁଙ୍କ ପଠାଣି ସାମନ୍ତ ସଂଗ୍ରହାଳୟ ଏବଂ ପାଠାଗାର । ବୃତ୍ତିରେ ଶିକ୍ଷକ ଥିବା ରବିନ୍ଦ୍ରଙ୍କ ନିଶା…