Browsing Tag

music director

ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ପରଲୋକ

କଟକ : ରାଜ୍ୟର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ , କଣ୍ଠଶିଳ୍ପୀ , କି ବୋର୍ଡ ବାଦକ ଓ ସଙ୍ଗୀତ ଗୁରୁ ଶାରଦା ପ୍ରସନ୍ନ ସାହୁଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା।…

ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ୬୯ବର୍ଷ ବୟସରେ ପରଲୋକ

ମୁମ୍ବାଇ : ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ବାପି ଲାହିରିଙ୍କ ଦେହାନ୍ତ । ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଚାଲତେ ଚାଲତେ ଡିସ୍କୋ ଡାନ୍ସର୍, ସରାବି ଭଳି ବହୁ ସୁପରହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।…

ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର (କେନ୍ୟୁଜ୍‌ ) : ଓଡ଼ିଆ ଫିଲ୍ମ ଦୁନିଆଁର ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଅସୁସ୍ଥ । ସେ ନିମୋନିଆରେ ପୀଡ଼ିତ ଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭତର୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି । ତାଙ୍କୁ ବର୍ତ୍ତମାନ ୮୪…