୧୩୦୦ କୋଟି ବର୍ଷ ତଳର ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ଫଟୋ ସେୟାର କଲା NASA
ଆମେରିକା ସ୍ଥିତ ସ୍ପେସ ଏଜେନ୍ସି ନାସା ୧୩ ଶହ କୋଟି ବର୍ଷ ପୂର୍ବ ସମୟର ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଫଟୋ ଜାରି କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋ ସବୁକୁ ହ୍ୱାଇଟ ହାଉସ ବ୍ରିଫିଙ୍ଗ ସମୟରେ ଜାରି କରିଛନ୍ତି । ଏହି ଫଟୋରେ ଆପଣ ହଜାର ହଜାର ସଂଖ୍ୟକ ଆକାଶଗଙ୍ଗା ଗୁଡିକୁ…