Browsing Tag

nashik

ନାସିକ୍‌ର କାଲାରାମ ମନ୍ଦିରରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱଚ୍ଛତା ଅଭିଯାନ ଅଧୀନରେ ପରିସର କଲେ ସଫେଇ

ମହାରାଷ୍ଟ୍ରର ନାସିକରେ କାଲାରାମ ମନ୍ଦିର ପରିସରରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ଆଜି ‘ସ୍ୱଚ୍ଛ ଭାରତ ମିଶନ’ ଅଧୀନରେ ମନ୍ଦିର ପରିସର ସଫେଇ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍‌ଘାଟନ ପୂର୍ବରୁ ନାସିକରେ ଏକ ମେଗା ରୋଡ୍‌ ଶୋ’…

ଜୁନିଅର ଟେକ୍ନିସିଆନ ସହିତ ଅନେକ ପଦବୀ ଖାଲି, ମାସକୁ ଦରମା ୯୫ ହଜାର ଟଙ୍କା

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । କରେନ୍ସୀ ନୋଟ ପ୍ରେସ ନାସିକ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ଆବେଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରନ୍ତୁ ।…

ମହାରାଷ୍ଟ୍ର ନାସିକର ସୁଉଚ୍ଚ ପାହାଡ଼ ଉପରେ ରୁହନ୍ତି ଦେବୀ ସପ୍ତଶୃଙ୍ଗୀ, ମାଆଙ୍କ ପାଖକୁ ଯିବାକୁ ହେଲେ ଚଢ଼ିବାକୁ ପଡ଼େ…

ମହାରାଷ୍ଟ୍ରର ନାସିକ ସହରରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଦେବୀ ସପ୍ତଶୃଙ୍ଗୀଙ୍କ ପ୍ରସିଦ୍ଧ ଶକ୍ତି ପୀଠ। ପୁରାଣ ଅନୁଯାୟୀ ଶୁମ୍ଭ ନିଶୁମ୍ଭ ଦୁଇ ଅସୁରଙ୍କ ବିନାଶ କରିବା ପରେ ମାଆ ଏଠାରେ ତ୍ରିଗୁଣାତ୍ମକ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀଙ୍କ ଓମକାର ରୂପ ଧାରଣ କରି ସପ୍ତଶୃଙ୍ଗୀ ପର୍ବତ…

ନାସିକ ବସ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ କରାଯିବ…

ମହାରାଷ୍ଟ୍ରର ନାସିକ ଏବଂ ଔରଙ୍ଗାବାଦ ରାସ୍ତାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିବା ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ୫ ଲକ୍ଷ ଟଙ୍କାର…

ଦେଶର ପ୍ରଥମ ବଡ ଘଟଣା, ରାସ୍ତାରେ ଏକାଥରକେ ୨୦ ଇଲେକ୍ଟ୍ରିକ ସ୍କୁଟରରେ ଲାଗିଲା ନିଆଁ

ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ୍‌। ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି । କିନ୍ତୁ କିଛିଦିନ ହେଲାଣି ନିକଟରେ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗୁଥିବା ଘଟଣା…

କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ବୃଦ୍ଧଙ୍କ ଶରୀରରେ ଆସିଗଲା ଚୁମ୍ବକୀୟ ଶକ୍ତି, ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ନାସିକ ଜିଲ୍ଲାରୁ ଏପରି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ବୃଦ୍ଧଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଛି ବୋଲି ଏକ ପରିବାର ପକ୍ଷରୁ ଦାବି ହେଉଛି। ଏହାର ମାତ୍ରା…