Browsing Tag

national rugby captain

ପୂର୍ବତନ ରଗ୍‌ବୀ ରାଣୀ ଏବେ ଛେଳି ଚରାଳି, ଦୁର୍ବିସହରେ ବିତୁଛି ଜୀବନ

କଥାରେ ଅଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ । ଭାଗ୍ୟ କେତେବେଳେ କାହାକୁ ନେଇ କେଉଁ ଜାଗାରେ ରଖେ କହିବା ମୁସ୍କିଲ୍‌ । ଗୋଟିଏ ଛୋଟ ଭୁଲ୍‌ ଜୀବନର ଗତି ପଥ ବଦଳାଇ ଦିଏ । ପଛକୁ ଫେରିବାକୁ ଚାହିଁଲେ ବି ଫେରି ହୁଏନି । ଭାଗ୍ୟ ଏମତି ଏକ କ୍ରୁର ପରିହାସ କରିଛି ଜଣେ ଆନ୍ତର୍ଜାତିକ…