Below header
Browsing Tag

natural gas

ଅସ୍ତରଙ୍ଗ ଅଞ୍ଚଳ ପାଇଁ ନୂଆ ଆଶାର ସଂଚାର, ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ସର୍ଭେ ଆରମ୍ଭ

କାକଟପୁର: ସମୁଦ୍ରତଟ ସହ ମହାନଦୀ ଅବବାହିକାରେ ପ୍ରାକୃତିକ ଗ୍ଯାସ ସହ ତୈଳର ସନ୍ଧାନ ପାଇଁ ଭାରତୀୟ ତୈଳ ନିଗମ ଦ୍ଵାରା ଏକ ଦୀର୍ଘସୂତ୍ରୀ ଯୋଜନାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି | ବିଶେଷ କରି ପୁରୀ ଜିଲ୍ଲାର ସମୁଦ୍ରତଟ ବର୍ତୀ ଅସ୍ତରଙ୍ଗ ,କାକଟପୁର ଓ କୋଣାର୍କ ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆଗକୁ…

ଏପ୍ରିଲ୍ ୧ ରୁ ପକେଟ ଉପରେ ବଢିପାରେ ବୋଝ, ଘରେ ଖାଇବା ଏବଂ ଗାଡି ଚଲାଇବା ହେବ ମହଙ୍ଗା

ଏପ୍ରିଲ୍ ୧ ରୁ ଆପଣଙ୍କ ପକେଟ ଉପରେ ବଢିପାରେ ବୋଝ । କାରଣ ସରକାର ଡୋମେଷ୍ଟିକ୍ ନାଚୁରାଲ୍ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ବଢାଇପାରେ । ଏହି ମୂଲ୍ୟ ୧ ଏପ୍ରିଲ୍ ଲାଗୁ ହୋଇପାରେ । ନୂଆ ଡୋମେଷ୍ଟିକ୍ ଗ୍ୟାସ୍ ପଲିସି ୨୦୧୪ ଅନୁଯାୟୀ ପ୍ରତି ୬ ମାସରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରିତ…