Browsing Tag

navaratri 2020

ନବରାତ୍ରି ୨୦୨୦: ଅଷ୍ଟମୀରେ କରନ୍ତୁ ମା’ଙ୍କ ମହାଗୌରୀ ପୂଜା, ସବୁ ପାପରୁ ମିଳିବ ମୁକ୍ତି

ନବରାତ୍ରୀ ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା…

ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ। ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି। ମା’ କାଳରାତ୍ରୀଙ୍କ ଗଳାରେ ବୁଦ୍ୟତ୍‌ର…

ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କୁ କରନ୍ତୁ ପୂଜା, ଜାଣନ୍ତୁ କେମିତି ଉପାସନା କଲେ ପ୍ରସନ୍ନ ହେବେ ଦେବୀ

ନବରାତ୍ରୀର ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହସ ପ୍ରାପ୍ତ କରିବାକୁ ହୋଇଥାଏ। ଏହି ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପକୁ ଉପାସନା କରାଯାଏ। ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର…

ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ

ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୭ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ନବରାତ୍ରୀର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ। ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା…

ନବରାତ୍ରୀ ପୂର୍ବରୁ ଏହି ରାଶିରେ ପ୍ରବେଶ କରୁଛନ୍ତି ସୂର୍ଯ୍ୟ, ଏହିସବୁ ରାଶି ପାଇଁ ମଧ୍ୟ ହେବ ମଙ୍ଗଳକାରୀ

ଚଳିତବର୍ଷ ନବରାତ୍ରୀ ପୂର୍ବରୁ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରୁଛନ୍ତି। ୧୭ ଅକ୍ଟୋବରରୁ ସୂର୍ଯ୍ୟ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କରିବେ। ପୂର୍ବରୁ ମଳମାସରେ ସୂର୍ଯ୍ୟ ସେପ୍ଟେମ୍ବରରୁ କନ୍ୟା ରାଶରେ ପ୍ରବେଶ କରିଥିଲେ। ସୂର୍ଯ୍ୟଦେବ ଗୋଟେ ରାଶିରେ ଏକ ମାସ ରହିଥାନ୍ତି। ସୂର୍ଯ୍ୟଙ୍କ…

ନବରାତ୍ରୀରେ ରାଶି ଅନୁସାରେ କରନ୍ତୁ ଦେବୀ ମା’ଙ୍କ ପୂଜନ, ମିଳିବ ଏହିସବୁ କୃପା

ଆଗକୁ ନବରାତ୍ରୀ ଆସୁଛି। ତେଣୁ ସମସ୍ତେ ମା’ଙ୍କ ପୂଜା କରିବା ପାଇଁ ତତ୍ପର ରହିଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭିନ୍ନ ଭିନ୍ନ ରାଶି ଅନୁଯାୟୀ ମା’ଙ୍କ ପୂଜା କରିବା ଉଚିତ। ଅଲଗା ରାଶି ଅନୁଯାୟୀ ଅଲଗା ପୂଜା ଏବଂ ଆରାଧନା କରିବା ଉଚିତ। ଏମିତି କଲେ ବିଭିନ୍ନ ପ୍ରକାର ଲାଭ ମିଳିଥାଏ।…